ଜାଣେ,
ତୁମେ ଖଣ୍ଡିତ ପୂର୍ଣା।
ଜାଣେ,
ତୁମେ ଏକାଙ୍ଗ ଚକ୍ରବର୍ତୀ।
ଫଳ ପାଇଲି
ଯାହା ଯୋଉଠି ଦେଖିଲି।
ପାଇଛି ସୁଖ
ହୋଇଛି ବିମୁଖ।
ମୋର ମୁଁ ଖୋଜିଛି ଦୋଷ
ହୋଇଛି ର୍ନିବିଷ।
ଯାଇଛି ନାଶ
ପାଇଛି ଅମୃତବାସ।
କାରଣ ପଚାରି ବୁଝ
ହଟାଇବାକୁ ଅଛି ଯିଏ ସଂସାରର ବୋଝ।
This poem has not been translated into any other language yet.
I would like to translate this poem
ମୋର ମୁଁ ଖୋଜିଛି ଦୋଷ ହୋଇଛି ର୍ନିବିଷ। ଯାଇଛି ନାଶ ପାଇଛି ଅମୃତବାସ।....beautiful expression! A very adorable piece of work! Thanks for sharing!