ସ୍ଥାନ କାଳ ପାତ୍ର ଦେଖି
କୁହ, ଯାହା କିଛି ଅଛି କହିବାର ।
ଯାହା କହୁଛ ତାହା ସବୁ ଯେ ସତ
କିଏ ଦେବ ପ୍ରମାଣପତ୍ର ।
ଖାଦ୍ୟ ବସ୍ତ୍ର ବାସଗୃହ ପ୍ରଥମେ
କରିସ୍ଥିର ତେଣିକି ଶିଢି ଚଢିପାର ।
ଶୁଖିଲାପ୍ରେମରେ ନାଇଁ କିଛି ଲାଭ
ଆଗରେ ପରୀକ୍ଷା କରିବାକୁ ଅଛି ସତ୍ୟ ।
English rendering;
Tell, whatever you have
But see the time, place and the person present.
Whatever you are telling
All are truth,
Who is there to give the certificate.
You may climb up the ladder
But arrange first food, clothing, and shelter.
No profits in dry love,
The truth is there to test future.
This poem has not been translated into any other language yet.
I would like to translate this poem