ସତ୍ୟ ଦିନ Truth Day Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟ ଦିନ Truth Day

Rating: 5.0

1.

ସତ୍ୟ -
ଜୀବନ ନା ମରଣ!
ସତ୍ୟ କିନ୍ତୁ
ମୁଁ ଦେଖୁଥିବା ଚିହ୍ନ
ଯାହାର ସଦା
ହେଉଛି ପରିବର୍ତନ ।
ଆଉ ମୁଁ ଭାଗ୍ୟବାନ
ସେଇଠି ଚିରଦିନ ।
ସ୍ଵର୍ଗ ନର୍କ
ଏଇଠି ଇ ବିଦ୍ୟମାନ ।
ଭଲ ନାଇଁ ମନ୍ଦ ନାଇଁ
ଗୋଲ ଗୋଲ ଆଖିକି
ସବୁ ସମାନ ।
ଦିନ କଣ?

2.

ଦିନ-
ଏକ ମିଛିମିଛିକା
ମରଣ ।
ଦିନ-
ଉଡୁଥିବା ଧୂଳି
ସ୍ଵୟଂସଂପୂର୍ଣ ।
ଦିନ-
ପାଖରେ ଥାଇ
ନ ଥାଏ ଜୀବନ ।
ଦିନ-
ପ୍ରେମର ପଦଚିହ୍ନ ।
ଦିନସାରା
ଖାଲି କାମ, କାମ ।

Sunday, April 30, 2017
Topic(s) of this poem: truth
COMMENTS OF THE POEM
Gajanan Mishra 30 April 2017

Life is the truth, so also the days, Come on brothers, and live in a fine way.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success