ଆସିବେ ନାହିଁ
ପାଖକୁ କେହି
ଶୁଏଇ ଦେବାକୁ
ବୋକା କୁକୁର ।
ପପି ଚହରେଇ
କହିବେ ନାହିଁ
ମିଠା କଥା
ଦେଖେଇବେ ନାହିଁ
ନୂଆ ରାସ୍ତା ।
ବୁଝେଇବେ ନାହିଁ
ଦୁଃଖ ଆଉ ଆନନ୍ଦ
ପାଖରେ ବସି
ନିଜ ଭାଷାରେ ଖୋଲିବେ
ଦରବାଜା ବିଶ୍ଵଆଡେ ।
This poem has not been translated into any other language yet.
I would like to translate this poem