ଡାକଲ ବଲି ଗଲୁଁ
ହେଲେ ଦେଖ ତ
ପଦେ କଥା ଭି
ନେଇଁ କହେଲ
କେନ୍ତା କାଣା
ଦୁଖସୁଖ ।
ଆମର ଆମେ
ଖାଲି କହେତେଲ ଗଲୁଁ ।
କାଣା ସୁନଲ କାଣା ବୁଝଲ
ତୁମକେ ଜନା
ଆମର ବାଟେ ଆମେ
ମୁହୁଁ ଫେସକେଇ ଫିରି ଆଏଲୁଁ ।
This poem has not been translated into any other language yet.
I would like to translate this poem