ମୁଁ ସାପକୁ
କରୁଛି ଅନୁସରଣ
ନା ସାପ କରୁଛି ମତେ
ସଠିକ୍ ଜାଣିଛ କି କିଏ ।
ମୁଁ ମୋର ଅଛି ଏଇଠି
ଏଇ ପାହାଡ କଡରେ,
ନଦୀ ସମୁଦ୍ର ହ୍ରଦ
ଘେରିଛି ମତେ ।
ଆଉ ଉତରା ଚଢା
ଚାଲିଛି ସମସ୍ତଙ୍କର
ଏଠାରେ, ଯାହାକୁ ନେଇ
ମୋ ଶରୀର ହୃଦୟ ଥରଥର ।
ଆଉ ଜୀବନସାରା ମୁଁ ରହିବାକୁ
କରୁଛି ଚେଷ୍ଟା ଗଛ ପରିକା ।
English rendering;
Who knows definitely
Whether I follow
The snake or
The snake follows me.
I am here
Aside the mountain,
The rivers, seas, and lakes
All around me.
All are going
Ups and down and
For this my heart
And body trembles.
And entire life I try
To live like a tree.
This poem has not been translated into any other language yet.
I would like to translate this poem