ଯାହା ବି
କରିପାରେଁ ମୁଁ ।
ଆଉ କଲାବେଳେ
ନ ଡାକି ପାରେଁ ବି ତୁମକୁ ।
ତୁମେ ବ୍ୟସ୍ତ ବିବ୍ରତ
ଜାଣେ ମୁଁ ।
ବିନା ନାମରେ ବି
ଡାକିପାର ଏଠି କାହାକୁ ।
କରିବା ନ କରିବା ଛାଡି
ମୁଁ ବାହାରିଯାଏଁ ଘରୁ ।
ଆଉ ଘର ମତେ ନେଉଥାଏ
ଆଉ କୁଆଡକୁ ।
କୁଆଡୁ କୁଆଡେ ଯାଉ ଯାଉ
ଭୁଲି ଯାଇଥାଏଁ ନିଜକୁ ।
I can do anything,
And while doing
I may not call you.
I know you are
Busy and worried.
You can call anyone
Without name.
I leave the house,
Doing and undoing anything.
And the house takes me
Anywhere.
From where and to where
I forget while going.
This poem has not been translated into any other language yet.
I would like to translate this poem