ଚଳିବ ନି ନଜର ଅନ୍ଦାଜ
ସ୍ଥାନ ଆଉ ସମୟ ।
ଚଳିବ ନି ନିଜ କଥା କହିଦେଇ
ଚାଲିଗଲେ ପାଖରୁ ।
ପାଖ ଲୋକକୁ ନ ଦେଖି
ଦୂର ତାରା ଦେଖାଇବାର
ମାନେ ନାହିଁ କିଛି ।
ମା ମାଟି ମାତୃଭାଷାକୁ
କୁକୁର ହେଟାଙ୍କୁ ପରଷି
ବାବନାଭୂତ ସାଜିବା ନୁହେଁ ଠିକ୍ ।
ଘୋଡା ପଛେ ପଛେ
ଇଚ୍ଛା ମୁତାବକ ଯାଇ
ଯାଚ୍ଛାତା ବକିବା
ପାଏ ନା ଶୋଭା ।
This poem has not been translated into any other language yet.
I would like to translate this poem