ନୂଆ ସହିତ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନୂଆ ସହିତ

Rating: 5.0

ନୂଆ ସହିତ
ପୁରୁଣାର ସଂପର୍କ କଥା
ବଢୁ ଆଗକୁ ଆହୁରି ।

ଆହୁରି ବଉଳର ବାସ୍ନା ଛୁଟୁ ।

ଆହୁରି ଆକାଶ ମତୁଆଲା ହୋଇ
ନାଚୁ ଅଗଣାରେ ମୋର ତୁମର ।

ତୁମେ ଆହୁରି ଆସ ପାଖେଇ,
ପାଖ ପାଖ ହୋଇ ମୁଁ ଆହୁରି
ଚିହ୍ନେ ଜାଣେ ତୁମକୁ ।

ଆଉ ତୁମେ କଥାରେ ଲଥା ମିଶାଇ
ମାହୋଲକୁ ରଖିଥାଅ ଗରମ କରି
ଯେମିତି ଜଣାଯିବ କିଏ କେତେକର ।

ଜଣା ପଡୁ ସଭିଙ୍କୁ କେତେ ଭିତରେ ବରଫ
ଆଉ କେତେ ଉପରେ ନିଆଁ ।

Saturday, December 31, 2016
Topic(s) of this poem: new year
POET'S NOTES ABOUT THE POEM
The poem is written in Odia language, Odia is the official language of Odisha, India, The script is Brahmi. The meaning of the poem in a nutshell- let us welcome the new with love..
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success