ନିଷ୍ଶାପ ଶାନ୍ତି Sinless Peace Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନିଷ୍ଶାପ ଶାନ୍ତି Sinless Peace

Rating: 5.0

1

ନିଷ୍ପାପ ଶାନ୍ତି,
ଅହେତୁକ କରୁଣା
ଆଉ ଆଉ
ନାଇଁ କିଛି ଊଣା।

କଅଁଳ କୋମଳ
ଫୁଲ ଉପରେ
ସବୁ କଟକଣା।

ଥାଉ ମେଲା
କବାଟ ସବୁ।
ଯିଏ ଯେମିତି
ଯୁଆଡେ ଯାଉଛି ଯାଉ।

ରାସ୍ତା ବି ବାସ୍ନାମୟ
ଯେମିତି ଘର,
ଯୁଦ୍ଧ ପରର।

2

ରହ ଚୁପ୍ ଚାପ୍,
ସେଆଡେ ବସ।
ଆଜି ସୋମବାର
ପୁଣି ଶ୍ରାବଣ ମାସ,
ନିଷେଧ ଆଇଁସ।

ଧାରା ଶିରାବଣ
ନାହାନ୍ତି ସୂର୍ଯ୍ୟ,
ଫୁଲଫୁଟା ବି
ସେମିତି ନାଇଁ।

ଉପରେ ଆଉ ତଳେ
ସମାନ ଆକାଶ।
ସମୁଦ୍ରର ବାସ୍ନା
ଘଡିକି ଘଡି, ନଈବଢି
ରଖିଥାଅ ଭକ୍ତି ।

Monday, July 29, 2019
Topic(s) of this poem: peace
POET'S NOTES ABOUT THE POEM
Language - odia, script - brahmi,
COMMENTS OF THE POEM
Dr Dillip K Swain 29 July 2019

କଅଁଳ କୋମଳ ଫୁଲ ଉପରେ ସବୁ କଟକଣା। Touching expression! A pragmatic write........................................10++++++++++++++++

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success